For Employers

Jobs for Humanity

Online Data Analyst - Odia (IN)

Posted 6 hours ago
0-2 years experience
Apply Now

Please mention DailyRemote when applying

?
Resume Match Score

See how much of this job your resume covers, and what’s missing.

Want a recruiter to go through it line by line?

Get professional review

Create a cover letter for this job

Upload your resume and we draft a letter for this exact role, tailored to what it asks for.

  • Tailored to this role
  • Based on your resume
  • Fully editable
AI Summary

The analyst will work on projects to improve the quality and relevance of digital maps used globally. Responsibilities include conducting web-based research, verifying data accuracy, and performing comparisons to ensure content relevance.

Job Description

 

ଆପଣ କଣ ଗବେଷଣା ପ୍ରତି ଆଗ୍ରହୀ ଏବଂ ଜାତୀୟ ଓ ସ୍ଥାନୀୟ ଭୂଗୋଳ ବିଷୟରେ ଭଲ ଧାରଣା ରଖୁଥିବା ଜଣେ ସୂକ୍ଷ୍ମଦର୍ଶୀ ବ୍ୟକ୍ତି? ଏହି ଫ୍ରିଲାନ୍ସ ଅବସର ଆପଣଙ୍କୁ ନିଜ ଗତିରେ ଏବଂ ଘରରୁ କାମ କରିବା ସୁଯୋଗ ଦେଉଛି।

 

ଏକ ଅନଲାଇନ୍ ଡାଟା ବିଶ୍ଳେଷକଙ୍କର ଜୀବନରେ ଏକ ଦିନ:

 

·      ଏହି ଭୂମିକାରେ ଆପଣ ଏକ ପ୍ରକଳ୍ପ ଉପରେ କାମ କରିବେ ଯାହା ବିଶ୍ୱବ୍ୟାପୀ ଲୋକମାନେ ବ୍ୟବହାର କରୁଥିବା ଡିଜିଟାଲ୍ ମାନଚିତ୍ରଗୁଡ଼ିକର ବିଷୟବସ୍ତୁ ଓ ଗୁଣଉନ୍ନତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଥିବ।

·      ୱେବ୍ ଆଧାରିତ ପରିବେଶରେ ଗବେଷଣା ଓ ମୂଲ୍ୟାୟନ କରିବା, ଯଥା ତଥ୍ୟ ସତ୍ୟାପନ, ତୁଳନା, ଏବଂ ତଥ୍ୟର ସଠିକତା ଓ ସମ୍ପ୍ରସଙ୍ଗିକତା ନିର୍ଣ୍ଣୟ କରିବା।

ଆଜି ଆମ ସହିତ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ଏକ ଗତିଶୀଳ ଓ ନବପ୍ରଯୁକ୍ତିମୂଳକ ଦଳର ଅଂଶ ହୁଅନ୍ତୁ!

 

TELUS Digital AI Community:

 

Our global AI Community is a vibrant network of more than one million contributors from diverse backgrounds who help customers collect, enhance, train, translate, and localize content to build better AI models. Become part of our growing community and contribute to the development of innovative AI technologies used by some of the world's largest brands.

Qualification path

 

ଯୋଗ୍ୟତା:

 

ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବର ଆବଶ୍ୟକତା ନାହିଁ, କିନ୍ତୁ ଏହି ପ୍ରକଳ୍ପ ଉପରେ କାମ କରିବାକୁ ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଏକ ମାନକ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଆପଣଙ୍କ କାମ ଏହି ଚୁକ୍ତିର ସମୟସୀମାରେ ଗୁଣମାନ ନିୟନ୍ତ୍ରଣ ପରୀକ୍ଷାର ଅଧୀନରେ ରହିବ।

 

ମୌଳିକ ଆବଶ୍ୟକତା:

·      ଓଡ଼ିଆ ଭାଷାରେ ପାଠନ ଓ ଲେଖନରେ ପରଙ୍ଗମତା ଏବଂ ଇଂରାଜୀ ଭାଷାରେ ମୌଳିକ ପାରଙ୍ଗମତା

·      ଜଣେ ବ୍ୟକ୍ତି ଯିଏ ଗତ 5 ବର୍ଷ ଧରି ଭାରତରେ ରହୁଛନ୍ତି ଏବଂ ଭାରତୀୟ ବ୍ୟବସାୟ, ଗଣମାଧ୍ୟମ, କ୍ରୀଡା, ସମାଚାର, ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ ବିଷୟବସ୍ତୁ ବିଷୟରେ ଜ୍ଞାନୀ।

·      ନିର୍ଦ୍ଦେଶନାମାନଙ୍କୁ ଅନୁସରଣ କରିବା ଓ ସର୍ଚ ଇଞ୍ଜିନ, ମାନଚିତ୍ର, ୱେବସାଇଟ ଆଧାରିତ ସୂଚନା ବ୍ୟବହାର କରି ଅନଲାଇନ୍ ଗବେଷଣା କରିବା

·      ମାନଚିତ୍ର, ସମ୍ବାଦ, ଧ୍ୱନି ସମ୍ବନ୍ଧୀୟ କାମ, ରିଲେଭାନ୍ସ ଭଳି ଭିନ୍ନ-ଭିନ୍ନ ଧରଣର କାମ ସହ କାର୍ଯ୍ୟ କରିବାର କ୍ଷମତା

·      ଦୈନିକ broadband ଇଣ୍ଟରନେଟ୍ ସଂଯୋଗ, କମ୍ପ୍ୟୁଟର ଓ ଆବଶ୍ୟକ ସଫ୍ଟୱେର ର ପହଞ୍ଚ

 

ମୂଲ୍ୟାଙ୍କନ:

କାର୍ଯ୍ୟକ୍ରମରେ ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବ। ଏହା ସହିତ ପରିଚୟ ପରୀକ୍ଷା ମଧ୍ୟ କରିବେ। ଆମ ଦଳ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା ପୂର୍ବରୁ ନିର୍ଦ୍ଦେଶ ଓ ଶିକ୍ଷାନୈତିକ ସାମଗ୍ରୀ ଯୋଗାଇ ଦେବ। ଆପଣ ଏହି ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କିନ୍ତୁ ଆପଣଙ୍କ ସୁବିଧା ଅନୁଯାୟୀ ଦେବେ।

 

Service Rates 

 

Compensation is based on tasks completed and project availability. Estimated earnings may vary depending on task volume and program requirements including, quality, and productivity, in accordance with the program's quality standards and guidelines.

 

Independent Contractor Relationship

 

This opportunity is offered on an independent contractor basis. Contributors have the flexibility to choose when and how much they work, subject to project availability and quality requirements. This opportunity is not and should not be construed as creating an employment relationship with TELUS Digital.

Additional Information

To apply, please reach us at [email protected] by sending a copy of your CV along with the following details:

  • Year of Birth
  • Country Origin
  • Current Country of Residence
  • Native language and any additional languages spoken
  • Subject Title: "Jobs for Humanity- Put the Job Role"
     
  • Company: TELUS Digital
  • Automatically Apply to the Best Remote Jobs

    Stop the endless job search. Our AI finds and applies to the best jobs for you.

    Try it Now
    Keep looking

    Similar Jobs

    See all Remote Software Development jobs →

    Global Data Platform & Ingest Operations Lead (Remote, Mexico)

    Full Time Mexico Software Development

    Senior Software Engineer I

    Full Time United States Software Development

    Solutions Architect, Manager - Public Sector

    Full Time United States $183K - $308K per year Software Development

    Electrical Engineer, Relay Settings - Remote

    Full Time United States $98614 - $167K per year Software Development

    Senior Software Engineer

    Full Time United States $120K - $158K per year Software Development

    Senior Data Engineer

    Full Time Finland Software Development
    Apply Now

    Personalize your Remote Job Search in 3 Easy Steps!

    Featuring 219,097+ Jobs in Data Analyst

    Answer easy questions

    Answer easy questions

    219,097+ jobs across 15+ categories

    Get your best job matches

    Get your best job matches

    Only hand-screened, legit jobs

    Find a remote job faster

    Find a remote job faster

    No ads, scams, or junk

    “I was the first applicant for a remote marketing position that got listed on the company website the same day I applied. Had an interview within 48 hours!”

    Sarah J. — Sarah J. · Marketing Manager ★★★★★ Verified